Ananya Shritam Nanda - Kemiti Kahibi Kaha (କେମିତି କହିବି କହ ଓଡ଼ିଆ ଧାରାବାହିକ ଗୀତ) lyrics

Published

0 243 0

Ananya Shritam Nanda - Kemiti Kahibi Kaha (କେମିତି କହିବି କହ ଓଡ଼ିଆ ଧାରାବାହିକ ଗୀତ) lyrics

କେମିତି କହିବି କହ ଗୀତ - ସୂର୍ଯ୍ୟ ସଙ୍ଗୀତ - ଗୁଡଲୀ ରଥ ଗାୟିକା - ଅନନ୍ୟା ଶ୍ରୀତମ ନନ୍ଦ ତୁ ଆକାଶ ମୁଁ ଭୁଇଁ ପାରିବି କି ତତେ.... ଛୁଇଁ ଦୂରରୁ ଦେଖିଲେ ଲାଗେ ଦୂରତା ଜମାରୁ ନାହିଁ ତୁ ଆକାଶ ମୁଁ ଭୁଇଁ ପାରିବି କି ତତେ.... ଛୁଇଁ ଦୂରରୁ ଦେଖିଲେ ଲାଗେ ଦୂରତା ଜମାରୁ ନାହିଁ ଭାଙ୍ଗିଦେଇ..... ନିରବତା .....ମନର ଅକୁହା କଥା କହିବା ପାଇଁ କି ... ତତେ ମୁଁ ଚାହୁଁଛି ହେଲେ..... ମାରିଚି ଅଜଣା ଭୟ କେମିତି କହିବି କହ (x4) ଯେବେ ଯେବେ ମିଶେ ଆଖି ନିଜକୁ ପାରେନା ରୋକି........... ମୁଁ ଲାଜରେ ଯାଏ ସରି..... କହିବା ପାଇଁ କି ହାଏ ହଜାରେ ଥର ଚାହେଁ କଥା ଓଠରୁ........... ଯାଏ ମୋ ଫେରି ଦେଖିଲି ମୁଁ ହାତ ରେଖା....... ନାଁ .. ଅା .......... ତୋର ଅଛି ଲେଖା କହିବା ପାଇଁ କି ତତେ ମୁଁ ଚାହୁଁଛି ହେଲେ ମା ରୁଛି ଅଜଣା ଭୟ କେମିତି କହିବି କହ। (×୪) ବିନା ନିଦେ ଚାହିଁ ଚାହିଁ ମୁଁ କଡ ଲେଉଟେଇ ତୋ ଭାବନାରେ ରାତିଟା ସରେ ହୋ........ ତୁ ଯେବେ ପଡୁ ମନେ ମୁଁ ବୋଧ ଏକା ଜାଣେ .... ମୁଁ ଦିନିଆରୁ କେମିତି ଫେରେ ତୋ ସାଥୀରେ ଏକା ଏକା ଯେବେ ବି ହୁଏ ଦେଖ କହିବା ପାଇଁ କି ତତେ ମୁଁ ଚାହୁଁଛି ହେଲେ ........ ମାରୁଚି ଅଜଣା ଭୟ କେମିତି କହିବି କହ